ରାଜଧାନୀରେ ନିଶା ଔଷଧ କାରବାର : ୧୪୦ ବୋତଲ କଫ୍ ସିରପ୍ ଜବତ, ୨ ଗିରଫ

ଛାତ୍ର, ଯୁବକଙ୍କୁ ବିକ୍ରି କରିବାର ଯୋଜନା ଥିଲା ଭୁବନେଶ୍ବର : ସାରା ରାଜ୍ୟରେ ଏବେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ବ୍ୟାପକ ଚଢ଼ଉ ଚାଲିଥିବାବେଳେ ରାଜଧାନୀରେ ବି ନିଶା ଔଷଧ ବିକ୍ରି ହେଉଥିବା ଜଣାପଡ଼ିଛି। ନିଶା ପାଇଁ ଛାତ୍ର, ଯୁବକଙ୍କୁ କଫ୍ ସିରପ ବିକ୍ରି କରିବାକୁ ଯାଉଥିବା ବେଳେ ବଡ଼ଗଡ଼ କେନାଲ ରୋଡରୁ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଜଣ ହେଲେ … Continue reading ରାଜଧାନୀରେ ନିଶା ଔଷଧ କାରବାର : ୧୪୦ ବୋତଲ କଫ୍ ସିରପ୍ ଜବତ, ୨ ଗିରଫ